ନିମାପଡା: ଦଳଭାଣ ପୁର ଗ୍ରାମ ମେଳଣ ପଡିଆରେ କେବିନ କବାଟ ଭାଙ୍ଗି ଗ୍ରୋସରୀ ସାମଗ୍ରୀ ସହ ଟଙ୍କା ଚୋରି ଅଭିଯୋଗ, ପୋଲିସର ତଦନ୍ତ ଜାରି
Nimapada, Puri | Aug 21, 2025
ଗତକାଲି ବିଳମ୍ବିତ ରାତିରେ ନିମାପଡା ବ୍ଲକ୍ ଅନ୍ତର୍ଗତ ଦଳଭାଣ ପୁର ଗ୍ରାମ ମେଳଣ ପଡିଆରେ ଗ୍ରାମର ସୂର୍ଯ୍ୟକାନ୍ତ ବାଘଙ୍କ କ୍ୟାଭିନ ଭାଙ୍ଗି...