ବରଗଡ: ରାଜରାସ୍ତାକୁ ଓହଲ୍ଲାଇଲା ବିଜେଡି ଦଳ, ଗଣେଶରାମ ଭବନ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ବିରାଟ ରେଲିରେ ବାହାରିଲା ବିଜେଡ଼ି ଦଳ
Bargarh, Bargarh (Baragarh) | Aug 18, 2025
ରାଜ ରାସ୍ତାକୁ ଓଲ୍ହାଇଲା ବିଜେଡି | ବିଜେଡିର ବିରାଟ ଚାଷୀ ମହାସମାବେଶ ବରଗଡ଼ରେ ଅନୁଷ୍ଠିତ ହୋଇଯାଇଛି | ସୋମବାର ଦିବା 11 ଘଣ୍ଟା ସମୟରେ ବରଗଡ଼...