ବାଲିକୁଦା: ନୂଆଗାଁ ଗ୍ରାମର ଏକ ମହିଳାସମିତି ଗ୍ରୁପ ର ମହିଳା ଙ୍କୁ ଜଣେ ସିଆରବି ଙ୍କ ଗାଳିଗୁଲଜ ନେଇ ବିଡ଼ିଓ ଙ୍କୁ ଅଭିଯୋଗ
Balikuda, Jagatsinghpur | Feb 19, 2024
ଆଜି ଦିନ ୩ ଟା ବେଳେ ନୂଆଗାଁ ମହିଳା ସମିତି ର ଦୁଇଜଣ ମେମ୍ବର ଙ୍କୁ ସିଆରବି ଗାଳିଗୁଲଜ କରିଥିବା ନେଇ ବିଡ଼ିଓ ଙ୍କୁ ଏକ ଲିଖିତ ଅଭିଯୋଗ ଦେଇଥିବା...