ବିଜେପୁର: ଗାଇସିଲେଟ ବଜାର ଠାରେ ବିଡ଼ିଓ ବୁଝିଲେ ହାଲ ଚାଲ
ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବଜାର ଠାରେ ଆଜି ବ୍ଲକ ପ୍ରଶାସନ ପକ୍ଷରୁ ନୁଆପାଲି ଈଶ୍ୱର ଅମରି ଙ୍କୁ ବ୍ୟାଟେରୀ ଚାଳିତ ଗାଡ଼ି ପ୍ରଦାନ ପରେ ଏବେ ଗାଇସିଲେଟ ବଜାର ରେ ବିଡ଼ିଓ ଙ୍କ ନଜର ପଡିଥିଲା , ପରେ ତାର ହାଲ ଚାଲ ବୁଝୁଥିବା ଚିତ୍ର ।