ବାରିପଦା ମ୍ୟୁନିସିପାଲଟି: ଏନଏସି ଘୋଷଣାକୁ ବିରୋଧ; ବର୍ଷାରେ ଭିଜି ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ କଲେ ପେସା ଗ୍ରାମସଭା କ୍ରିୟାନୁଷ୍ଠାନ କମିଟି
Baripada M, Mayurbhanj | Sep 3, 2025
ରାଜ୍ୟ ସରକାରଙ୍କ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାରେ ୬ଟି ନୂତନ ଏନଏସି ଘୋଷଣାକୁ ବିରୋଧ ହୋଇଛି। ପେସା ଗ୍ରାମସଭା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ...