ବଡସାହି: ବୈଶିଙ୍ଗାଥାନା ଇଲାକାରେ ଖୋଦ ନିଜ ଦିଅର ଅସଦାଚରଣ ଓ ଅର୍ଦ୍ଧଉଲଗ୍ନ କରି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତ ଦିଅର କୋର୍ଟ ଚାଲାଣ
Barsahi, Mayurbhanj | Jul 29, 2025
ବୈଶିଙ୍ଗାଥାନା ଇଲାକାରେ ଜନୈକା ମହିଳାଙ୍କୁ ତାଙ୍କର ଦିଅର ଅର୍ଦ୍ଧ ଉଲଗ୍ନକରି ଅସଦାଚରଣ ସାଙ୍ଗକୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ମାମଲା ରୁଜକରି...