ସୁନ୍ଦରଗଡ ସହର: କନିକା, ବିହା ଜୋର ଓ ବଂଶୀ ଦରହ ରେ ଡିଷ୍ଟ୍ରିକ୍ଟ ମୋବାଇଲ ୟୁନିଟର ଚଢାଉ, ବିପୁଳ ପରିମାଣର ମଦ ନଷ୍ଟ , ଜଣେ ଗିରଫ
Sundargarh Town, Sundargarh | Jul 21, 2025
ଆଜି ଜୁଲାଇ ମାସ 21 ତାରିଖ ସୋମବାର ସକାଳ 7:30 ରୁ ଏହି ଚଢାଉ ଆରମ୍ଭ ହୋଇ ଅପରାହ୍ନ 4ଟା ପର୍ଯ୍ୟନ୍ତ ଚାଲିଥିଲା। ଅବକାରୀ ବିଭାଗର ଏହି ଚଢାଉ...