ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର କାହା ପାଇଁ,ପବିତ୍ର ମହାଳୟାରେ ବ୍ରାହ୍ମଣ ଓ ଭକ୍ତ କଲବଲ,ଶ୍ରୀମନ୍ଦିର ଠାରେ ଅଭିଯୋଗ କଲେ ପୁରୀ ବାସି l
Puri M, Puri | Sep 12, 2025
ଶ୍ରୀମନ୍ଦିର କାହା ପାଇଁ,ପବିତ୍ର ମହାଳୟା ରେ ବ୍ରାହ୍ମଣ ଓ ଭକ୍ତ କଲବଲ। ପିତୃପୁରୁଷ ଶ୍ରାଦ୍ଧ ନିମନ୍ତେ ନାହିଁ ନଥିବା ଅବସ୍ଥା।ବର୍ଷା ଓ ଖରା ରେ...