ଛେଣ୍ଡିପଦା ଅତିରିକ୍ତ ତହସିଲଦାର ଜମିଜମା ମାମଲାର ସମାଧାନ ପାଇଁ ଲାଞ୍ଚ ନେବା ମାମଲା। ଆଜି ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକଙ୍କୁ ଗିରଫ କଲା ଭିଜିଲାସନ୍ସ । ଏହାସହ ପିଅନ କାହ୍ନୁ ସାହୁ ଙ୍କୁ ମଧ୍ୟ ବାନ୍ଧିଲା ଭିଜିଲାସନ୍ସ। ଘଟଣା ଅନୁସାରେ ଗତକାଲି ଅନୁଗୋଳର ଜଣେ ଜମି ମାଲିକଙ୍କ ଜମି ଜମା ମାମଲାର ସମାଧାନ ପାଇଁ ୯ ହଜାର ଟଙ୍କା ପିଅନଙ୍କ ଜରିଆରେ ଲାଞ୍ଚ ନେଉଥିଲେ ଅତିରିକ୍ତ ତହସିଲଦାର। ଏନେଇ ପୂର୍ବରୁ ଜାଲ ବିଛାଇଥିବା ଭିଜିଲାନ୍ସ | ପରେ ରେଡ କରି ଅତିରିକ୍ତ ତହସିଲଦାରଙ୍କ ବାସଭବନ, ଅଫିସ ଓ ପୈତୃକ ଘରେ ଚଢ଼ାଉ କରିଥିଲା l ଏନେଇ ଆଜି ସଂଧ୍ୟା ୫ ଟାରେ କଟକ ଡ଼ିଭିଜନ