ବାରଖମା CHC ଅଧିନ ଥିବା ମେଲେସିକି ଅଞ୍ଚଳରେ ମାସିକ ଟିକାକରଣ କାଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି, ଏହି ଟିକାକରଣ ଟି ବୁଧବାର ଦିନ 10ଘଣ୍ଟିକା ରେ ଆରମ୍ଭ ହଇ ଅପରାହ୍ନ ଦୁଇ ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲା, ଛଟଶିଶୁ, ଗର୍ଭବତି, ମହିଳା ଙ୍କୁ ଟିକାକରଣ କରାଯାଇଛି, କାଯ୍ୟକ୍ରମ ରେ ମେଲିସିକିଆ ପଞ୍ଚାୟତ ର ସମସ୍ତ ଆଶା ଏବଂ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିବା ନେଇ ସୁଚନା ମିଳିଛି,