ରାଇରଙ୍ଗପୁର ସହର: ରାଇରଙ୍ଗପୁର ନୂତନ ପୋଲିସ ଜିଲ୍ଲା ନେଇ ପ୍ରକ୍ରିୟା ଆରମ୍ଭ; ରାଇରଙ୍ଗପୁର ଗସ୍ତରେ ଆସି ଅନୁଧ୍ୟାନ କଲେ ଡିଆଇଜି
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରକୁ ନୂତନ ପୋଲିସ ଜିଲ୍ଲା ଗଠନ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ପୂର୍ବାଞ୍ଚଳ ଡିଆଇଜି ପିନାକି ମିଶ୍ର ମଙ୍ଗଳବାର ଦିନିକିଆ ରାଇରଙ୍ଗପୁର ଗସ୍ତରେ ଆସି ଅନୁଧ୍ୟାନ କରିଛନ୍ତି।