ବାଲିଗୁଡା କେବୁଲ ଅପରେଟର ରାଜୁ ଚୈହାନ ଙ୍କ ମାଁ ଙ୍କ ବିୟଗ, ଏହି ଘଟଣା ଟି ବୁଧବାର ରାତି 7ଘଣ୍ଟିକା ରେ ଘଟିଛି, ରାଜୁ ଚୈହାଳ ଆଜକୁ 30ବର୍ଷ ହେଇଗଲା ବାଲିଗୁଡା ସହର କୁ ଟିଭି ଲାଇନ ମାଁ ପ୍ରେରଣା ଜଗାଇ ଆସିଛନ୍ତି, ମାଙ୍କ ବିୟଗ ସମୟ ରେ 83ବର୍ଷ ହଇଥିବା ଜଣାପଡିଛି, ସ୍ୱଭାବିକ ମୁତ୍ୟ ହଈଥିବା ବେଳେ ବାଲିଗୁଡା ସହରେ ଶକ ର ଛାୟା ଖେଳି ଯାଇଛି