Public App Logo
Jansamasya
National
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Pmmsy
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco

ସୁକିନ୍ଦା: ଚଟକିପଶି ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକୁ ନେଇ ତିକ୍ତତା #jansamasya

Sukinda, Jajpur | Oct 9, 2025
ରାଜ୍ୟ ସରକାରଙ୍କ ପକ୍ଷରୁ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଚଟକିପଶି ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟ ନେଇ 47 ଲକ୍ଷ ଟଙ୍କା ପାଖା ପାଖି ଅନୁମୋଦନ କରାଯାଇଥିବା ବେଳେ । ସେହି କାର୍ଯ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି । ଏନେଇ କାର୍ଯ୍ୟ କରୁଥିବା ଠିକାଦାର ନିମ୍ନ ମାନର କରୁଥିବା ଗ୍ରାମ ବାସି ଅଭିଯୋଗ କରିଥିବା ବେଳେ ଏହି କାର୍ଯ୍ୟକୁ କେହି ଅଜଣା ବ୍ୟକ୍ତି ଆସି ଭାଗି ଦେଉଥିବା ଅଭଯୋଗ ହୋଇଥିବା ଗୁରୁବାର ସନ୍ଧ୍ୟା 6 ଘଟିକା ସମୟରେ ଦେଖିବାକୁ ମିଳିଛି ।

MORE NEWS