ଜୁନାଗଡ: ବୃନ୍ଦାବାହାଲ ଠାରେ ଶହୀଦ ସ୍ମୃତି ଦିବସ ପାଳିତ
ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଠାରେ ଥିବା ଶହୀଦ ବିଜେନ୍ଦ୍ରନାଥ ପାର୍କ ସ୍ଥିତ ସହୀଦ ସ୍ମୃତି ପୀଠ ଠାରେ ଗୋଲାମୁଣ୍ଡା ପୁଲିସ ତରଫରୁ ୬୬ତମ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବୀର ଶହୀଦ ବିଜେନ୍ଦ୍ରନାଥ ରାଉତ ଙ୍କ ସ୍ମୃତିଚାରଣ କରି ସ୍ମୃତି ପୀଠ ରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।