ଛତ୍ରପୁର: ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ବିଶ୍ବ ବିଦ୍ୟାଳୟ ପଡିଆ ଠାରେ ଅସାମାଜିକ କାର୍ଯ୍ୟ ଚାଲୁଥିବା ଅଭିଯୋଗ, ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ
Chhatrapur, Ganjam | Sep 11, 2025
ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଖଲ୍ଲିକୋଟ ବିଶ୍ବ ବିଦ୍ୟାଳୟ ଖେଳ ପଡିଆରେ ଦୀର୍ଘ ସମୟ ଧରି ଗେଟ୍ ଖୋଲା ହେଉନଥିବା, ରାତିରେ ଅସାମାଜିକ...