ସିମୁଳିଆ: କୋଚିଆକୋଇଲି ପଡିଆ ରେ ଜବଦ ହୋଇଥିବା ବେଆଇନ ବାଣ କୁ ନିଷ୍କ୍ରିୟ କଲା ପ୍ରଶାସନ
ଜବଦ ବାଣ କୁ ନିଷ୍କ୍ରିୟ କଲା ପ୍ରଶାସନ l ଖଇରା ବ୍ଲକ କୋଚିଆକୋଇଲି ପଡିଆ ରେ ଆଜି ଖଇରା ପ୍ରଶାସନ ଓ ଦମକଳ ବାହିନୀ ଦ୍ୱାରା ଏକ ଗାତ ଖୋଲି ଜବଦ ହୋଇଥିବା ବାଣ କୁ ପୋତି ନିଷ୍କ୍ରିୟ କରିଥିଲେ l ଦୀପାବଳି ପୂର୍ବ ରୁ ଖଇରା ଆଇଆଇସି ଶୁଚନ୍ଦ୍ର କୁମାର ମହାଳିକ ଦ୍ୱାରା ବେଆଇନ ଭାବେ ଜବଦ ହୋଇଥିବା ବାଣ କୁ ଆଜି ମଙ୍ଗଳବାର ଅପରାହ୍ନ 5 ଘଟିକା ସମୟରେ ନିଷ୍କ୍ରିୟ କରିଥିଲେ l ଏଥିରେ ଖଇରା ପୋଲିସ ଉପସ୍ଥିତ ଥିଲେ l