ସୋନପୁର: ରାମେଶ୍ୱର ଷ୍ଟାଡିୟମ ଠାରେ ଚାଲିଥିବା ଗୃହରକ୍ଷୀ ଲିଖିତ ପରୀକ୍ଷା ନଦେଇ ଫେରିଲେ ସତାଧିକ ଆଶାଇ
ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ଜଦୁମଣୀ କୁଦେଇ
ରାମେଶ୍ୱର ଷ୍ଟାଡିୟମ ଠାରେ ଚାଲିଥିବା ଗୃହରକ୍ଷୀ ଲିଖିତ ପରୀକ୍ଷା ନଦେଇ ଫେରିଲେ ସତାଧିକ ଆଶାଇ।ଜିଲ୍ଲାର ବହୁ ଦୁର ଦୁରାନ୍ତରୁ ଗୃହରକ୍ଷୀ ଲିଖିତ ପରୀକ୍ଷା ଦେବା ପାଇଁ ଠିକ ସମୟ ପହଞ୍ଚି ଥିଲେ ମଧ୍ୟ ପୋଲିସ ଲଗେଇ ଫାଟକ ବନ୍ଦ କରିଦେଇ ଥିବା ଅଭୀଯୋଗ ହୋଇ ଯାହା ଫଳରେ ଦୁଇ ରୁ ତିନି ଶସ ଆସାଇ ଏହି ପରିକ୍ଷାରୁ ବାଦ ପଡ଼ି ଯାଇଥିବା ସୂଚନା ମିଳିଛି।ଏନେଇ ଆଜି ସକାଳ ୮ଟାରେ ଅଭିଯୋଗ କରିଛନ୍ତି ଡୁଙ୍ଗୁରିପାଲି ଅଞ୍ଚଳର ଜଦୁମଣୀ କୁଦେଇ ଙ୍କ ସମେତ ଅନେକ ଆସାଇ।