ଗୋବିନ୍ଦପୁର: ବାମରା ଦେଇ ଯାଉଥିବା ଝାରସୁଗୁଡ଼ା ହାଟିଆ ପ୍ୟାସେଞ୍ଜର ଓ ଝାରସୁଗୁଡ଼ା ରାଉରକେଲା ପ୍ୟାସେଞ୍ଜର ଟ୍ରେନ ବାତିଲ
Govindpur, Sambalpur | Aug 17, 2025
ଆସନ୍ତା ୧୮ ଅଗଷ୍ଟ ରୁ ୧୦ ସେପ୍ଟେମ୍ବର ମଧ୍ୟ ରେ ବାମରା ଦେଇ ଯାଉଥିବା ୨ ଗୋଟି ପ୍ରମୁଖ ଟ୍ରେନ ବାତିଲ ରହିବ ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା...