ଟିଟିଲାଗଡ: ତୁଷୁରା ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀଙ୍କ ଦୁର୍ବ୍ୟବହାରଅଭିଯୋଗ ପରେ,ତୁଷୁରାଠାରେ ପ୍ରତିକ୍ରିୟା ଜଣେ ସାମ୍ବାଦିକ ଓ ୟୁଥ୍ ଏକ୍ସନକମିଟି ସଭାପତି
ବଲାଙ୍ଗୀର ଜିଲ୍ଲା ତୁଷୁରା ଠାରେ ଗତକାଲି ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ଅଜୟ ବେହେରା ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଥିଲା।ଫଳରେ ଯନ୍ତ୍ରୀ ଙ୍କୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ସେହିପରି ଆଜି ୬ ଟା ସମୟରେ ତୁଷୁରା ଠାରେ ପ୍ରତିକ୍ରିୟା ଦେଲେ ତୁଷୁରା ସାମ୍ବାଦିକ ସଂଘ ପୂର୍ବତନ ସଭାପତି ମନୋଜ ଜୈନ ଏବଂ ୟୁଥ୍ ଏକ୍ସନ କମିଟି ସଭାପତି ଲିସନ ପ୍ରଧାନ।