ବଡସାହି: ଚହଲାପଦାରେ ଚୋରା ଦେଶିମଦ କାରଖାନା ସମେତ ରଙ୍ଗପାଣି ଓ ଅଜାଡ଼ିହ ଗ୍ରାମରେ ଚଢାଉକଲା ଅବକାରୀ ବିଭାଗ, ଚୋରାମଦ ଜବତ ସମେତ ୨ ଅଭିଯୁକ୍ତ କୋର୍ଟଚାଲାଣ
Barsahi, Mayurbhanj | Jul 22, 2025
ବେତନଟୀ ଅବକାରୀ ଥାନା ପକ୍ଷରୁ ବଡ଼ସାହି ଥାନା ଅଧୀନ ଚହଲାପଦା ସମେତ ରଙ୍ଗପାଣି ଏବଂ ବୈଶିଙ୍ଗା ଥାନା ଅଧୀନ ଅଜାଡିହ ଗ୍ରାମରେ ପୃଥକ ଭାବେ ଚଢାଉ...