କଟକ ପୌରାଞ୍ଚଳ: ଦେଉଳି ଗ୍ରାମରେ ଘରୁ ପାଣି ପମ୍ପ ଚୋରି କରିବା ମାମଲା, ୪ ଜଣଙ୍କୁ ଗିରଫ କରିଛି ବାରଙ୍ଗ ଥାନା ପୋଲିସ
Cuttack M Corp PS, Cuttack | Jul 17, 2025
କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ଦେଉଳି ଗ୍ରାମରେ ଥିବା ଏକ ଘରୁ ପାଣି ପମ୍ପ ଚୋରି କରିବା ମାମଲାରେ ୪ ଜଣଙ୍କୁ ଗିରଫ କରିଛି ବାରଙ୍ଗ ଥାନା...