ଭଦ୍ରକ ଗ୍ରାମାଞ୍ଚଳ: ବାସୁଦେବପୁର କସିଆ ସାମୁଦ୍ରିକ ଥାନା ପାରା ପୁର ଜଘନ୍ୟ ହତ୍ୟାକାଣ୍ଡ,ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
Bhadrak Rural, Bhadrak | Jul 27, 2025
ପାରିବାରିକା କଳହର କରୁଣ ପରିଣତି। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି,ଭଦ୍ରକ ଜିଲ୍ଲା ବାସୁଦେବପୁର ସ୍ଥିତ କସିଆ ସାମୁଦ୍ରିକ...