କଣ୍ଟାମାଳ: ବିଳାସପୁର ଶିଶୁମନ୍ଦିର ର ନୂତନ ଶ୍ରେଣୀ ଗୃହ ଉତଘାତନ କଲେ ବିଧାୟକ
ନୂତନ ଶ୍ରେଣୀ ଗୃହ ଉଦ୍ଘାଟିତ । ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଳାସପୁରର ନବ ନିର୍ମିତ ଶ୍ରେଣୀ ଗୃହ ଓ ସ୍ବର୍ଗତ ସୁଶିଲ କୁମାର ଖମାରୀଙ୍କ ସ୍ମୃତିରେ ନିର୍ମିତ ସୁଦୃଶ୍ୟ ଫାଟକକୁ ଆଜି କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନେଇ ଚରଣ ଡାଙ୍ଗ ଉଦ୍ଘାଟନ କରିଛନ୍ତି । ଆଜି ପ୍ରତ୍ୟୁଷରୁ ଶ୍ରୀ ଶ୍ରୀ ଗଣନାଥଙ୍କ ପୂଜା ଓ ପ୍ରତିଷ୍ଠା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ପରିଚାଳନା କମିଟି ସଭାପତି ଶ୍ରୀ ନିଳାମ୍ବର ଖମାରୀ ସଭାପତିତ୍ବ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବିଜୟ ପଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗୁରୁମା