ଚଳିତ ବର୍ଷ ଖରିଫ ଫସଲ ଧାନ କିଣା ଅବ୍ୟବସ୍ଥାକୁ ନେଇ ଜିଲ୍ଲା ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଛି। ଏହା ଏହିତ ଲଖନପୁର ବ୍ଲକ କୃଷକ ସଙ୍ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଥିଲା କିନ୍ତୁ ଆଜି ସଙ୍ଘଠନ ପକ୍ଷରୁ ଅନେକ ମଣ୍ଡି ବୁଲି ଦେଖିବା ସହିତ ସମସ୍ୟାର ସମାଧାନ ହୋଇନଥିବା କାରଣରୁ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ଆସନ୍ତା ୧୯ ତାରିଖରେ ସଙ୍ଘଠନ ପକ୍ଷରୁ ଆନ୍ଦୋଳନ ଡାକରାକୁ ନେଇ ଆଜି ଦିନ ତିନିଟା ସମୟରେ ଲଖନପୁର ତହସିଲଦାର ଓ ଲଖନପୁର ପୋଲିସ ଅଧିକାରୀଙ୍କୁ ଲିଖିତ ଭାବରେ ଅବଗତ