ପିପିଲି: ଦାଣ୍ଡମୁକୁନ୍ଦ ପୁର ଗ୍ରାମରେ ପୋଲିସର ଚଢାଉ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ, ଥାନାରେ ମାମଲା, ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ
Pipili, Puri | Sep 3, 2025
ଗତକାଲି ରାତି ସାଡେ, ୧୨ଟାରେ ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦ ପୁର ଗ୍ରାମରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ଗ୍ରାମର ଜିବନ ମଲ୍ଲିକକୁ...