ବାରିପଦା ମ୍ୟୁନିସିପାଲଟି: ଜିଲ୍ଲାରେ ଆସନ୍ତା ୨୯ ଯାଏଁ ପବନ ବର୍ଷା ହେବା ସହ ବଜ୍ରପାତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟୋଲ ୱାର୍ଣିଂ ଜାରୀ
Baripada M, Mayurbhanj | Aug 24, 2025
ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତା ୨୯ ଯାଏଁ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ପବନ ସହ ୭ ରୁ ୧୧ ସେଣ୍ଟିମିଟର ବର୍ଷା ଓ ବଜ୍ରପାତ ହେବାନେଇ ୟୋଲ...