ଜଗତସିଂହପୁର: ଢ଼ିଙ୍କିଆ ଚାରିଦେଶ ରେ ପହଞ୍ଚିଲେ କଂଗ୍ରେସର ଦୁଇଜଣିଆ ଟିମ୍
ଢ଼ିଙ୍କିଆ ଚାରିଦେଶ ରେ ପହଞ୍ଚିଲେ କଂଗ୍ରେସର ଦୁଇଜଣିଆ ଟିମ୍। ପରିବେଶ ସୁରକ୍ଷା ସମିତି ତରଫରୁ ଏହି ଟିମ୍ ରେ ଭବାନୀପାଟଣା ଓ ଗୁଣୁପୁର ର ବିଧାୟକ ଢିଙ୍କିଆ ଚାରିଦେଶରେ ପହଞ୍ଚି ଲୋକ ମାନଙ୍କ ସହିତ ଆଲୋଚନା କରିଛନ୍ତି। ଢିଙ୍କିଆ ଅଞ୍ଚଳ ଲୋକଙ୍କ ର ଅନେକ ଦିନର ବିଭିନ୍ନ ସମସ୍ୟା ରହିଥିବା ବେଳେ, ବିଶେଷ କରି ବିନା ଗ୍ରାମସଭା ରେ ସରକାର JSW କମ୍ପାନୀ କୁ ଜମି ହସ୍ତାନ୍ତର କରିଥିବା ବେଳେ ଢିଙ୍କିଆ ଅଞ୍ଚଳର ଲୋକେ ଭିଟାମାଟି ହରାଇ ବହୁ ଅସୁବିଧା ରେ ରହୁଛନ୍ତି। ତେଣୁ ଏନେଇ ଏହାକୁ ଆଗାମୀ ଦିନରେ ବିଧାନସଭା ରେ ଉଠାଇବେ ବୋଲି ଆସିଥିବା କଂଗ୍ରସ ଟିମ୍ ପକ୍ଷରୁ କୁହାଯାଇଛି। ପିସିସି ସଭାପ