ଅତାବିରା: ପଞ୍ଜିକରଣ କରି ପାରିନଥିବା ଚାଷୀ ଝିଲିମିଣ୍ଡା ପ୍ରାଥମିକ କୃଷି ସମବାୟ ସମିତିରେ ମାରିଲେ ତାଲା
Attabira, Bargarh (Baragarh) | Aug 26, 2025
ଧାନ ବିକ୍ରୀ ପାଇଁ ଚାଷୀ ପଂଜିକରଣ ଅବଧି ଅଗଷ୍ଟା ୨୫ ଥିଲା କିନ୍ତୁ ଅବଧି ଭିତରେ ଚାଷୀମାନେ ପଂଜିକରଣ କରିପାରିଲେ ନାହିଁ ଯାହାଫଳରେ ଅସନ୍ତୋଷ...