ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ର ବରିଷ୍ଠ ଆଚାର୍ଯ୍ୟ ଆନନ୍ଦେଶ୍ୱର ବେହେରା ଗତକାଲି ବିଳମ୍ବିତ ରାତ୍ରୀରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଶନିବାର ସକାଳ 7ଘଣ୍ଟିକା ରେ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ଦେହାନ୍ତ ଘଟିଛି l ମାତ୍ର ୪୩ ବର୍ଷ ବୟସ ତାଙ୍କୁ ହୋଇଥିଲା। ଯାହା ସୂଚନା ରହିଛି ସ୍ବର୍ଗତ ଆନନ୍ଦେଶ୍ୱରଙ୍କ ଘର ଚକାପାଦ ବ୍ଲକ ଅନ୍ତର୍ଗତ ପସରା ପଂଚାୟତର ବର୍ଡିକିଆ ଗ୍ରାମରେ। ସେ ଆଜକୁ ବହୁ ବର୍ଷ ହେଲା ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆଚାର୍ଯ୍ୟ ଭାବରେ କାର୍ଯ୍ୟ କରି