ବ୍ରହ୍ମପୁର ସ୍ଥିତ ଗାନ୍ଧି ନଗର ଠାରେ ଥିବା ବିଧାୟକଙ୍କ କାର୍ଯ୍ଯାଳୟରେ ଅନୁଷ୍ଠିତ ହୋଇଯାଇଛି ବିଜେପିର ଏକ ମିଶ୍ରଣ ପର୍ବ। ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବ୍ରହ୍ମପୁର ର ପୂର୍ବତନ କାଉନସିଲର ,ଵିଜେଡିର ନଗର ସଭାପତି,ପୂର୍ବତନ ଡେପୁଟି ମେୟରଙ୍କ ସ୍ୱାମୀ ବିଜୟ ସାମଲ ବିଜେପି ଦଳରେ ସାମିଲ ହୋଇଛନ୍ତି।