ବୁଧବାର ଦିନ ମନମୁଣ୍ଡା ଥାନା ଖଲିଆପାଲି ଗ୍ରାମ ପଞ୍ଚାୟତର ଗୁଦୁଗୁଦା ସାପ୍ତାହିକ ଗୋରୁ ବଜାରକୁ ଜନ ସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଭାରତୀୟ ନ୍ୟାୟ ସଂହିତାର 163 ଧାରା ପ୍ରଶାସନ ଜାରି କରି ସାପ୍ତାହିକ ବଜାରକୁ କିଛି ଦିନ ବନ୍ଦ ରଖିଛି l ଗତ ଡିସେମ୍ବର 10 ତାରିଖ ଦିନ ଗୋରୁ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା l ଅନ୍ୟ ଜଣେ ମଧ୍ୟ ଗୁରୁତର ଆହତ ହୋଇଥିଲେ |