ଲକ୍ଷ୍ମୀପୁର: ଓଡପୁର ଗ୍ରାମରେ ଅଜଣା ରୋଗ ଆତଙ୍କ, ସପ୍ତାହକରେ ୪ ମୃତ୍ୟୁ,ମେଡିକାଲରରେ ୭ ଜଣ ଚିକିତ୍ସିତ ହେଉଥିବା ବେଳେ ଗ୍ରାମରେ ଦିଶାରୀ ଡକାଇ କଲେ ପୂଜା
Lakshmipur, Koraput | Aug 23, 2025
କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଳକ୍ ଓଡପୁର ଗ୍ରାମରେ ଅଜଣା ରୋଗ ଆତଙ୍କ ଦେଖାଦେଇଛି। ଗତ ସପ୍ତାହକରେ ୪ ଜଣକ ମୃତ୍ୟୁ ହୋଇଥିବା ବେଳେ କୋରାପୁଟ...