ରାଇଘର: ବକିଆ ଟଙ୍କା ମାଗିବା ରୁ ସ୍ତ୍ରୀ ଙ୍କୁ ଅସଦାଚରଣ ଓ ସ୍ଵାମୀ ଙ୍କୁ ରାସ୍ତା ଉପରେ ନିର୍ଧୁମ ମାଡ
ସ୍ଥାନ -ରାଇଘର ତା -୨୪. ୧୦. ୨୦୨୫ ରାଇଘର ବ୍ଲକ ରାଇଘର Dnk ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି।ବକେୟା ଅର୍ଥ ମାଗିବାରୁ ପ୍ରଥମେ ବଚସା ଓ ପରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି ।ରାଇଘର Dnk ଗାଁ ର ଜୟନ୍ତୀ ମଲାଙ୍ଗୀ ଓ ତାଙ୍କ ସ୍ୱାମୀ ସପନ ମଲାଙ୍ଗୀ କୁକୁଡ଼ା ବ୍ୟବସାୟ କରନ୍ତି।ସପନ ମଲାଙ୍ଗୀ ଙ୍କ ସ୍ତ୍ରୀ ଙ୍କ କହିବାନୁଯାୟୀ ୨୦ ହଜାର ଟଙ୍କା ବକେୟା ଅର୍ଥ ମାଗିବାରୁ ଗତକାଲି ରାତିରେ ସପନ ଙ୍କ ର ଦୀନେଶ ହାଲଦାର ଙ୍କ ସହିତ ବଚସା ହୋଇଥିଲା।ଆଜି ସକାଳ ୬ ଘଟିକା ସମୟରେ ଘରେ ଶୋଇଥି