ଉଦଳା: ଆସନ୍ତା ଅକ୍ଟୋବର ୨୭ ରେ କପ୍ତିପଦା ଉପଖଣ୍ଡ ପାଇଁ ଶରତ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ ଯୁଗ୍ମ ଜନଶୁଣାଣୀ ଶିବିର
ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଦ୍ଵାରା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ଅକ୍ଟୋବର ମାସ ପାଇଁ ଆସନ୍ତା ୨୭ ତାରିଖ ଚତୁର୍ଥ ସୋମବାର ଦିନ କପ୍ତିପଦା ଉପଖଣ୍ଡ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧ୍ୟକ୍ଷକଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେବ।