ସଦର: ଭୁବନେଶ୍ୱର ଠାରେ ପଂଚାୟତ ରାଜ ମନ୍ତ୍ରୀଙ୍କୁ କଳାହାଣ୍ଡି ଜିଲ୍ଲାର ବିଜେପି ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଭେଟି ଜିଲ୍ଲାର ଦାବୀ ଜଣାଇଲେ
Sadar, Kalahandi | Sep 10, 2025
ଆଜି ଭୁବନେଶ୍ୱର ଠାରେ ଓଡ଼ିଶା ସରକାରଙ୍କ ମାନ୍ୟବର ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ...