ସତ୍ୟବାଦୀ: କଣାସବ୍ଲକ ଅନ୍ତର୍ଗତ ଗଡସାନପୁଟ ପଂଚାୟତର କଣ୍ଟାବଣିଆ ଦଳିତସାହିକୁ ଗସ୍ତ କରି ଲୋକମାନଙ୍କୁ ଭେଟି ସମସ୍ୟା ପଚାରି ବୁଝିଲେ ସ୍ଥାନୀୟ ବିଧାୟକ
Satyabadi, Puri | Sep 14, 2025 ଆଜି ଅପରାହ୍ନ ତିନିଟାରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକର ଗଡସାନପୁଟ ପଂଚାୟତର କଣ୍ଟା ବଣିଆ ଦଳିତ ସାହିକୁ ସ୍ଥାନୀୟ ବିଧାୟକ ଓମ୍ ପ୍ରକାଶ ମିଶ୍ର ଗସ୍ତ କରିଥଲେ। ଗସ୍ତ ସମୟରେ ସାହି ଲୋକ ମାନଙ୍କ ଠାରୁ ସମସ୍ୟା ପଚାରି ବୁଝିବା ସହ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।