ସମ୍ବଲପୁର ମ୍ୟୁନିସିପାଲଟି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓଡ଼ିଶା ରାଜସ୍ବ ଅମଲା ସଂଘର ଦାବିପତ୍ର ପ୍ରଦାନ
Sambalpur M, Sambalpur | Jun 25, 2025
ବୁଧବାର ଦିନ ଓଡ଼ିଶା ରାଜସ୍ବ ଅମଲା ସଂଘ ସମ୍ବଲପୁର ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।...