ଟିଟିଲାଗଡ: ଫୁଡ୍ ସେଫଟି ଅଫିସରଙ୍କ କୁରକୁରେ ହୋଲସେଲର ଦୋକାନକୁ ଯାଇ ନେଲେ ସେମ୍ପୂଲ୍
କିଛି ଦିନ ତଳେ ଶଗଡ଼ଘାଟ ଗ୍ରାମର ଲବ ହରପାଲ୍ ଓ ତାଙ୍କ ସ୍ତ୍ରୀ ଦ୍ରୌପଦୀ ହରପାଲଙ୍କ ତୃତୀୟ ଶ୍ରେଣୀର ପଢୁଥିବା ପୁଅ କୁର କୁରେ ଭଳି ଚିପ୍ସ ପୁଡିଆ ଭିତରୁ ବାହାରୁଥିବା ଖେଳନାକୁ ଚୁଲିଟେ ଫିଙ୍ଗି ଦେବାରୁ ବିସ୍ପୋରଣ ଘଟି ସେହି ପୁଅର ଆଖି ଫୁଟି ଯାଇଥିବା ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଜି ଫୁଡ୍ ଏଣ୍ଡ ସେଫଟି ଅଫିସର ଆସି ବ୍ୟାଙ୍କ ଛକ ନିକଟରେ ଥିବା ଏକ ସେହିଭଳି ଚିପ୍ସ ବା କୁର କୂରେ ଗୋଦାମକୁ ଆସୀ କିଚି ସେମ୍ପୂଲ୍ ସଂଗ୍ରହ କରି ନେଇଥିବା ଜଣାପଡିଛି। ଏହି ସମୟରେ ଟିଟିଲାଗଡ଼ ଥାନାଧିକାରୀ ଶ୍ରୀମତି କଲ୍ୟାଣୀ ବେହେରା ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲ