କୋରାପୁଟ ସହର.ବାପା ଙ୍କ ଦେହାନ୍ତ ପରେ ବାପା ଚଲଉଥିବା ସାଇକେଲ କୁ ମରାମତି କରି ସ୍ମୃତି ନିମନ୍ତେ ସାଇତି ରଖିଲେ ପୁତ୍ର। ଆଜି କାଲି ସାଇକେଲ ଚୋଲେଇବା ଲୋକ ଆମେ କମ ଦେଖିଥାଉ। ଆଜି ଦିନ ଦଶ ଟା ସମୟ ରେଆଧୁନିକ ଯୁଗ ରେ ସମସ୍ତେ ମଟର ସାଏକେଲ୍ ଏବଂ ଚାରି ଚକିଆ ଯାନ ବ୍ୟବହାର କରୁଛନ୍ତି। କିନ୍ତୁ ଏମିତି ଭି ଲୋକ ଅଛନ୍ତି ଯିଏ କି 94 ବର୍ଷ ପର୍ଯ୍ୟନ୍ତ ସାଇକେଲ ଚୋଲେଇ ବ୍ୟବସାୟ କରୁଥିଲେ। ଆମେ କହୁଚୁ କୋରାପୁଟ ଜିଲ୍ଲାର ଶ୍ରୀ ରାମ କଲନି ରେ ରହୁଥିବା ସ୍ବର୍ଗତ ରାମଚନ୍ଦ୍ର ସାହୁ ଙ୍କ କଥା ।1931 ମସିହାରେ ସ୍ୱର୍ଗତ ରା