ବାଲିଗୁଡା ରେ ଥାନା ଅଞ୍ଚଳର ଡପାସାହିରେ ସନ୍ଦେହ ଜନକ ଭାବରେ ମୁତ୍ୟ ବରଣ କରିଥିବା ମୣତକ ମହିଳା ଙ୍କ ମିଳିଛି ପରିଚୟ, ବୁଧବାର ଅପରାହ୍ନ 4ଘଣ୍ଟିକା ସମୟରେ ଗ୍ରମବାସି ଙ୍କ ଠାରୁ ସୁଚନା ମିଳିଛି, ଦେଖିବାକୁ ମିଳିଥିଲା ସକାଳୁ ସକାଳୁ ସିପାଞ୍ଜିର ପାଖଗାଁ ଡାମିକିଆ ପାଖ ଗାଁ ଡପାସାହି ରେ ଋକ ଯୁବତୀ ଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା, ଯାହାକୁ ନେଇ ସନ୍ଦେହ ସୣଷ୍ଠି ହଇଥିଲା କି ଯୁବତୀ ଜଣକ କିଏ କିନ୍ତୁ ଗ୍ରାମବାସୀ ମଧ୍ୟ ଯବତି ଙ୍କୁ ଚିହିଁ ପାରୁନଥିଲେ, ସମସ୍ତେ ସନ୍ଦେହ କରୁଥିଲ ଯୁବତୀ ଙ୍କ ପରିଚୟ କଣ? ପରେ ପରେ ପରେ ସହ ସହ ଜନସାଧାରଣ ଆସି ଣିଡ ଜମିଥିଲା, ହତ୍ୟା ସନ୍ଦେହ ରେ ପ