ନୂଆପଡା: ନୂଆପଡ଼ା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ନବ ନିଯୁକ୍ତ ଓଡ଼ିଶା ପ୍ରଦେଶ କିଶନ କଂଗ୍ରେସ ସଭାପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
Nuapada, Nuapada | Jul 28, 2025
ନୂଆପଡ଼ା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନବ ନିଯୁକ୍ତ ଓଡ଼ିଶା ପ୍ରଦେଶ କିଶନ କଂଗ୍ରେସ ସଭାପତି ଅଭୟ ସାହୁଙ୍କୁ...