ବଡସାହି: ୧୮ନଂ ଜାତୀୟରାଜପଥ ପଦ୍ମନାଭପୁର ଟୋଲଗେଟ ଠାରେ ପରିବହନବିଭାଗ ଓ ପୁଲିସର ମିଳିତ ଯାଞ୍ଚରେ ୫ଲକ୍ଷରୁ ଉର୍ଦ୍ଧ୍ୱଟଙ୍କାର ଜରିମାନା ଆଦାୟ, ମାମଲାରୁଜୁ
Barsahi, Mayurbhanj | Jul 30, 2025
ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥ ପଦ୍ମନାଭପୁର ଟୋଲଗେଟ ଠାରେ ବୁଧବାର ସନ୍ଧ୍ୟା ୬ଟାରେ ପରିବହନ ବିଭାଗ ଏବଂ ବୈଶିଙ୍ଗା ପୁଲିସ ପକ୍ଷରୁ...