ଟିଟିଲାଗଡ: ସାଧାରଣ ସଭାରେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କଲେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସାଧାରଣ ସମ୍ପାଦକ ଶ୍ରୀ ବିଜ୍ଞାନ ନନ୍ଦ
ଆଜିର ଆଧୁନିକ ଯୁଗରେ ଶିକ୍ଷାର ମହତ୍ତ୍ଵ କଣ ରହିଛି ? ଆମ ଦେଶ ଆଗକୁ ବଢ଼ିବାକୁ ହେଲେ ଆମର ସହଭାଗିତା କଣ ରହିବ ? ଆଜି ଦୁନିଆରେ ଭାରତର ଜ୍ଞାନ କୌଶଳକୁ ସବୁଆଡେ ଆଦୃତ କରୁଛନ୍ତି। କେବଳ ଦେଶ ନୁହେଁ ବରଂ ଦେଶ ବାହାରେ ବି ଆମର ଶିକ୍ଷାର ମାନ ରହିଛି। ଛୋଟ ବେଳୁ ଯଦି ଉଚିତ୍ ଶିକ୍ଷା ପ୍ରଦାନ କରାଯାଇଥାଏ ତାହେଲେ ଆଗାମୀ ପିଢ଼ି ହିଁ ଆମ ଦେଶର ଭବିଷ୍ୟତ ବୋଲି କହିଥିଲେ।