ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ଠାରେ ବାଲିଗୁଡା ପୁଲିସ ଙ୍କ ନେତୃତ୍ୱରେ ଏକତା ଦିବସ ପାଳନ ହଇଯାଇଛି, ଏହି ପାଳନ ଗୁରବାର ଦିନ 11ଘଣ୍ଟିକା ରୁ ଆରମ୍ଭ ହଇଥିବା ବେଳେ ଅପରାହ୍ନ 3ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲେ ତେବେ କଣ କହୁଛନ୍ତି ବାଲିଗୁଡା SDPO, IPS ରମେନ୍ଦ୍ର ପ୍ରସାଦ, ଏବଂ ଆଦିବାସୀ ମହା ବିଦ୍ୟାଳୟ ର ଛାତ୍ରୀ ଆସନ୍ତୁ ଶୁଣିବା