ଟିଟିଲାଗଡ: ଦେଶୀଲ ଛକରେ ଦୁର୍ଘଟଣା - କୁର୍ତି ବଗର୍ତ୍ତୀଙ୍କୁ ପଛପଟୁ ସ୍କୁଟି ଦେଲା ଧକ୍କା
ଆଜି ଟିଟିଲାଗଡରୁ ବେଲ ଗାଁ ଯିବା ରାସ୍ତା ଦେଶୀଲ ଛକ ଠାରେ ରନ୍ଧା ମାଂସ ଧରି ଯାଉଥିବା ବେଳେ କୁରତି ବଗର୍ତ୍ତିଙ୍କୁ ପଛ ପଟରୁ ଧକ୍କା ଦେଲେ ସ୍କୁଟି ,ତେବେ ଧକ୍କା ହୋଇ ଯିବା ଫଳରେ କୁରତି ବାଗର୍ତି ତଳେ ପଡି ଯାଇଥିଲେ ଫଳରେ ତାଙ୍କର ସବୁ ଖାଦ୍ୟ ତଳେ ପଡି ନଷ୍ଟ ହୋଇଯାଇଥିଲା। ଉପସ୍ଥିତ ଜନ ସାଧାରଣଙ୍କ ଉପସ୍ଥିତିରେ ତଥା ସାମ୍ୱାଦିକ ପ୍ରକାଶ ଗୋଏଲ ଓ ସୁଧୀର ସାହୁ ଟିଟିଲାଗଡ ସରକାରି ଡାକ୍ତରଖାନାକୁ ଚିକିତ୍ସା କରାଇବା ପାଇଁ ନେଇକି ଯାଇଥିଲେ। ଧକ୍କା ମାରିଥିବା ଯୁବକ ମଧ୍ଯ ସରକାରୀ ଡାକ୍ତରଖାନାକୁ ଯାଇ ଚିଠା କରୁଛି ବୋଲି କହି ଫେରାର ମାରିଥିବା ସାମ୍ୱାଦିକ ପ୍ରକାଶ ଗୋଏଲ କହିଛନ୍ତି।