ଡାବୁଗାଁ: ବ୍ଲକର ସମସ୍ତ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ
Dabugan, Nabarangpur | Aug 16, 2025
ଡାବୁଗାଁ ସହ ବ୍ଲକ ର ସମସ୍ତ ବିଦ୍ୟାଳୟ ରେ "ଆସ ସ୍କୁଲ ଯିବା" ଅଭିଯାନ ନେଇ ସ୍ୱତନ୍ତ୍ର ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି ।...