ଡ଼ୁମେର ପାଲିରେ ସର୍ପ ଦଂଶନ ଜଣେ ମହିଳା ଆହତ, ଭୀମଭୋଇ ମେଡିକାଲରେ ଭର୍ତ୍ତି ବଲାଙ୍ଗୀର ଜିଲ୍ଲା ଡ଼ୁମେର ପାଲି ଗ୍ରାମରେ ସର୍ପ ଡାନ୍ସନ ଘଟଣାରେ ଭାଗବତୀ କଲ ତା ନାମକ ଜଣେ ମହିଳା ଆହତ ହେବାର ସୂଚନା ମିଳିଛି । ଆଜି ରାତି ପ୍ରାୟ ୯ଟା ସମୟରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇ ଭର୍ତ୍ତି କରାଯାଇଛି । ଚିକିତ୍ସକମାନେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ନଜର ରଖିଛନ୍ତି । ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ଓ ଚର୍ଚ୍ଚା ପ୍ରବଳ ଦେଖା ଯାଇଛି