ଲୁଇସିଂ ଠାରେସଡକ ଦୂର୍ଘଟଣା ରେ ଜଣେ ଗୁରୁତର, ଆମ୍ବୁଲାନ୍ସ କୁ ବାରମ୍ବାର ଫନ ପରେ ମଧ୍ୟ ଘଟଣା ସ୍ଥଳରେ ନ ପହଞ୍ଚିବା୍ଉ ଶେଷରେ ଜିନ ବଞ୍ଚାଇବା ଉଦ୍ୟେଶ ରେ ନିଜସ୍ୱ ଟଙ୍କାରେ ଭଡା କରି ମେଡିକାଲ ରେ ଭର୍ତି କରିଛନ୍ତି ଲୁଇସିଂଗ ପଞ୍ଚାୟତ ର ସରପଞ୍ଚ ସୁଦର୍ଶନ କହଂର ଙ୍କ ପୁତ୍ର, ଶନିବାର ଅପରାହ୍ନ 3ଘଣ୍ଟିକା ସମୟରେ ଏହି ଦୁର଼ଘଟଣା ଘଟିଥିଲା ପାଖରେ ଲୁଇସିଂଗ ସରପଞ୍ଚ ଙ଼ ପୁତ୍ର ଆଲକ କଂହର ଏବଂ ତାଙ୍କ ସାଙ୍ଗସାଥି ଥିଲେ ଏହି ଦୁର୍ଘଟଣା ରେ ଗୁରୁତର ଥିବା ବାଇକ ଚାଳକ ଙ୍କୁ ମେଡିକାଲ ନେବା ଉଦ୍ୟେଶ ରେ ପ୍ରଥମେ 108ପରେ 112କୁ ମଧ୍ୟ ବନ କରିଥିଲେ କିନ୍ତୁ ଆହାର ମଧ୍ୟ ୟେସପଣ୍ଡ ନଥିବାରୁ ଶ