କୋରାପୁଟ ସହର...ବିଳମ୍ବିତ ରାତ୍ରି ଏକ ଘଣ୍ଟା ସମୟରେ ଜାତୀୟ ଆଦିବାସୀ ମୋହସ୍ତବ ପରବ 2025 ର ଚତୁର୍ଥ ସନ୍ଧ୍ୟା ରେ ପରବ ମଞ୍ଚ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ନିଜ ଅଭିଭାଷଣ ରେ କୋରାପୁଟ ଜିଲ୍ଲାକୁ ଭୂରି ଭୂରି ପ୍ରଶଂସା କରିବା ସହ କିଛି ପ୍ରକଳ୍ପର ଉଦଘାଟନ ବି କରିଥିଲେ। ମୂଖ୍ୟମନ୍ତ୍ରୀ ମୋହନ ଚରଣ