ଆଠଗଡ: ଆଠଗଡ ଉପଖଣ୍ଡରେ ସାଧାରଣ ନିର୍ବାଚନ ପ୍ରସ୍ତୁତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଠଗଡ ସହକାରୀ ଜିଲ୍ଲାପାଳ ମଧୁସ୍ମିତା ବିଶୀ।
ଆଠଗଡ ଉପଖଣ୍ଡରେ ଥିବା ଦୁଇଟି ନିର୍ବାଚନ ମଣ୍ଡଳୀ ଆଠଗଡ ଓ ବଡ଼ମ୍ବା ଅଞ୍ଚଳରେ ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଠଗଡ ସହକାରୀ ଜିଲ୍ଲାପାଳ ମଧୁସ୍ମିତା ବିଶି।